ଅନୁଗୋଳ(ଏନଟିପି): ଅନୁଗୋଳ ସ୍ଥିତ କଦମପଡିଆ ଠାରେ ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଗୋଳ କପ ୨୦୨୦ ଅନୁଷ୍ଠିତ ହେବ ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆସାନସୋଲ ରେଲୱେ,କରିମ ସ୍ପୋର୍ଟସ ନାଗପୁର,ଛତିଶଗଡ ଫରେଷ୍ଟ, ଓଡିଶା ପୋଷ୍ଟାଲ ଭୁବନେଶ୍ୱର, […]