କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

କନ୍ଧମାଳ : କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଡକ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଡକ୍ଟର ସାମନ୍ତ ନାମାଙ୍କନ କରିଛନ୍ତି। ଦଳର […]

ବିଜେପୁରରେ ମୁଖ୍ୟମନ୍ତ୍ରୀ କରିବେ ପ୍ରାର୍ଥୀପତ୍ର ଦାଖଲ

ବିଜେପୁର(ଏନଟିପି): ଆଜି ବିଜେପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିବେ । […]

ବାଘ ଛାଲ ଜବତ,୩ ଗିରଫ

ମୟୁରଭଞ୍ଜ(ଏନଟିପି): ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ର କଙ୍କଡ଼ା ଗ୍ରାମ ନିକଟରୁ ଏକ ବାଘ ଛାଲ ଜବତ।୩ ଅଭିଯୁକ୍ତ ଗିରଫ।ଏକ କଲରାପତରିଆ ବାଘ ଛାଲ ଧରି ଯାଉଥିବା ସମୟରେ ବନବିଭାଗ […]

ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀତାଲିକା,କିଏ ପାଇଲା ଟିକେଟ ଜାଣନ୍ତୁ

ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା। ଆଜି ଏହି ସୂଚନା ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ। ପୂର୍ବରୁ ବିଜେଡି ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ […]

ରୋଷେଇ ଘରୁ ଲାଗିଲା ନିଆଁ,ଜଳିପୋଡି ଗଲା ସମ୍ପତି

ଅନୁଗୋଳ ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ପାତ୍ରପଡା କମାର ସାହିରେ ଅଗ୍ନିକାଣ୍ତ ।ଅଗ୍ନିକାଣ୍ଡରେ ୪୦ ବଖରାରୁ ଉର୍ଧ୍ବ ଘର ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ଘର ର ସବୁ ଆସବାଵ ପତ୍ର ସହ ଧାନ […]

କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

କନ୍ଧମାଳ: କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ସଦର ମହକୁମା ସ୍ଥିତ ସେନାପତି ରେସିଡେନସୀରେ ଏକ ବୈଠକରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ, ୧୨ଟି ବ୍ଲକର ଜିଲ୍ଲା […]

ସାଇକେଲକୁ ଧକ୍କା ଦେଲା ପିକଅପ ,ସାଇକେଲ ଆରୋହି ମୃତ

ନରସିଂହପୁର: ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥ ଚମ୍ପେଶ୍ବର ସିଂହଦ୍ଵାର ଛକ ନିକଟରେ ପିକ‌ଅପ ଭ୍ୟାନ ଧକ୍କାରେ ସାଇକେଲ ଆରୋହୀ ମୃତ ମୃତକ ହେଲେ ସଦାନନ୍ଦ ନାୟକ। ଘଟଣାରୁ […]

ହୋଲି ପାଇଁ ଦହିହାଣ୍ଡି ଭଙ୍ଗା

ବାଲେଶ୍ୱର ଏନଟିପି(ସୁନୀଲ ପ୍ରଧାନ) ବାଲେଶ୍ୱର ￰ଜିଲ୍ଲା ଭୋଗରାଇ ବ୍ଲକ କରିହଣ୍ଡା ଗ୍ରାମରେ ହୋଲି ଉପଲକ୍ଷେ ଦହିହାଣ୍ଡି ￰ଭଙ୍ଗା କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା ।ଗ୍ରାମର ସବୁ ପିଲାମାନଙ୍କ ଦ୍ୱାରା ଏହି କାର୍ୟକ୍ରମ ହୋଇଥିଲା।ପ୍ରାୟ 300 ରୁ […]

କଂଗ୍ରେସର ୫୪ ଜଣିଆ ପ୍ରାର୍ଥୀ ତାଲିକା, କିଏ କିଏ କରିବେ ପ୍ରତିଦ୍ବନ୍ଦିତା ଆସନ୍ତୁ ଜାଣିବା

ଭୁବନେଶ୍ୱର : ବିଳମ୍ବିତ ରାତିରେ ପ୍ରକାଶ ପାଇଲା କଂଗ୍ରେସ ର ପ୍ରାର୍ଥୀ ତାଲିକା।୨ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବଲାଙ୍ଗୀର ଲୋକସଭା ଆସନ ପାଇଁ ସମରେନ୍ଦ୍ର ମିଶ୍ର ଓ […]

Follow by Email
WhatsApp