ମୁଣ୍ଡ ନେଉଛି ରାଜପଥ,ପ୍ରଶାସନ ଚୁପ କାହିଁକି ?

ଅନୁଗୋଳ (ଏନଟିପି) ଅସୁରକ୍ଷିତ ୫୫ ନମ୍ବର ଜାତୀୟ ରାଜପଥ।ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି ଏହି ରାଜପଥ। ବାରମ୍ବାର ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ପ୍ରାଣ ଯାଉଛି ହେଲେ ନା ଧ୍ୟାନ ଦେଉଛି […]

ତୁଳସୀକ୍ଷେତ୍ରରେ କିଏ ମାରିବ ବାଜି,କାହା ଦଖଲକୁ ଯିବ ବିରଜା କ୍ଷେତ୍ର ;ବାଲେଶ୍ୱରରେ କଣ ରହିବ ଭୋଟରଙ୍କ ମୁଡ଼ ,କାହା ସପକ୍ଷରେ ଯିବ ଜନମତ।

କେନ୍ଦ୍ରାପଡା(ଏନଟିପି) : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଉ ଗୋଟିଏ ଦିନ ବାକି।କାହା ସପକ୍ଷରେ ଯିବ ଜନମତ।କେନ୍ଦ୍ରାପଡ଼ାରେ କିଏ ମାରିବ ବାଜି? ମେ ୨୩ ତାରିଖରେ ଜଣାପଡ଼ିବ ତୁଳସୀ କ୍ଷେତ୍ରରେ କାହାର ଦମ୍ କେତେ। ସୋମବାର […]

ସୁବର୍ଣ୍ଣପୁର ରେ ରାବଣ ପୋଡ଼ି ଉତ୍ସବ,ବାଣରେ କମ୍ପିଲା ସୁବର୍ଣ୍ଣପୁର

ବାଙ୍କୀ (ଏନଟିପି): କଟକ ଜିଲ୍ଲାର ମହାନଦୀ ଅବବାହିକା ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ରେ ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସଂସଦ ଆନୁକୂଲ୍ୟରେ ଶୁକ୍ରବାର ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ କୁ […]

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର

NEWSTIMRPRO BUREAU : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର। ୬ଟି ଲୋକସଭା ଆସନ ଓ ୪୧ଟି ବିଧାନସଭା ଆସନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ନିର୍ବାଚନ ପ୍ରଚାରରେ […]

ବୈପାରିଗୁଡ଼ାରେ ଗୋଷ୍ଠୀ ସଂଘର୍ଷ

କୋରାପୁଟ (ଏନଟିପି): କୋରାପୁଟ ବୈପାରିଗୁଡାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ଚେରେକାର ଗୁପ୍ତ ପୂଜାରୀ। […]

ବାଇକ ଚୋରଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଯୁବ ସମାଜସେବୀ।

ଭୁବନେଶ୍ବର: ରାଜଧାନୀରେ ଆଜି ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ କମିଶନରେଟ ପୋଲିସ ପୁରା ଶକ୍ତି ଲଗାଇଦେଇଥିଲା । ଏହାର ସୁଯୋଗ ନେଇ କିଛି ଅପରାଧି […]

କଂଗ୍ରେସ ପାଇଁ ପ୍ରଚାର କରି ଅଡୁଆରେ ପହିଲମାନ

କଂଗ୍ରେସ ପାଇଁ ପ୍ରଚାର କରି ଅଡ଼ୁଆରେ ପହିଲମାନ ନରସିଂହ ଯାଦବ । ଅପ୍ରେଲ ୨୧ରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ନରସିଂହ କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ଏହି ଖବର ସାମ୍ନାକୁ […]

ବାଇକ – ସାଇକେଲ ଧକ୍କା,୧ ଗୁରୁତର

କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ବାଲିଆ ନିକଟରେ ଥିବା ନିଗମ ଫିଲିଙ୍ଗ୍ ଷ୍ଟେସନ ସାମ୍ନାରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି ।ଘଟଣା ସ୍ଥଳରେ ଗ୍ରାମୀଣ ବିକାଶ ଯୁବକ ସଂଘର ସଭାପତି ଆଶିଷ ଦାସ ଏବଂ […]

ସରିଲା ତୃତୀୟ ପର୍ଯ୍ୟାୟ ମତଗ୍ରହଣ: ସଂଧ୍ୟା ୫ଟା ସୁଦ୍ଧା ହୋଇଛି ୬୧ ପ୍ରତିଶତ ମତଦାନ, ଦୁଇଟି ବୁଥରେ ହେବ ସାନି ମତଦାନ

ଭୁବନେଶ୍ୱର ୨୩/୪(NTP BUREAU) : ସରିଲା ତୃତୀୟ ପର୍ଯ୍ୟାୟ ମତଗ୍ରହଣ । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଲୋକସଭା ଓ ୪୨ ବିଧାନସଭା ଆସନରେ ପ୍ରତିନିଧିଙ୍କ ନାଁରେ ମୋହର ମାରିସାରିଛନ୍ତି ଭୋଟର । ଭୁବନେଶ୍ବର, କଟକ, […]

Follow by Email
WhatsApp